This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପୂର୍ବଶତ୍ରୁତାକୁ ନେଇ ଚନ୍ଦକା ଥାନା ପାଣିଓରାରେ ଯୁବକଙ୍କୁ ଗୁଳିମାଡ଼, ଥାନାରେ ଅଭିଯୋଗ ପରେ ପୋଲିସର ଛାନ ବିନ
Bhubaneswar M Corp, Khordha | May 8, 2025
ପୂର୍ବଶତ୍ରୁତାକୁ ନେଇ ଚନ୍ଦକା ଥାନା ପାଣିଓରାରେ ଯୁବକଙ୍କୁ ଗୁଳିମାଡ଼, ଥାନାରେ ଅଭିଯୋଗ ପରେ ପୋଲିସର ଛାନ ବିନ | ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ପାଣିଓରାରେ ଯୁବକଙ୍କୁ ଗୁଳିମାଡ । ଗୁଳିମାଡରେ ପୁର୍ଣ୍ଣଚନ୍ଦ୍ର ନାୟକ ଆହତ । ପୁର୍ଣ୍ଣଚନ୍ଦ୍ର ଙ୍କ ଡାହାଣ କାନ୍ଧରେ ବାଜିଛି ଗୁଳି । ପୁର୍ଣ୍ଣଚନ୍ଦ୍ର ଙ୍କୁ ଚିକିସ୍ଥା ପାଇଁ ଏମ୍ସ ରେ ଭର୍ତ୍ତି । ଆଜି 10.34ରେ ଘଟଣା ସ୍ଥଳରେ ଚନ୍ଦକା ପୋଲିସର ଛାନଭିନ । ଗୁଳି କାଣ୍ଡରେ ସମ୍ପୃକ୍ତ ବିଶ୍ବଜିତ ସାହୁକୁ ଘଟଣା ସ୍ଥଳରୁ ଗିରଫ କଲା ପୋଲିସ । ପୁର୍ବ ଶତୃତାକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟିଥିବା ପୋଲିସର ସୁଚନା ।