Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଛାଞ୍ଚ ଅଞ୍ଚଳରୁ ରେଳଧାରଣା କଡରୁ ମୃତଦେହ ଉଦ୍ଧାର

Baripada M, Mayurbhanj | May 18, 2024
ଶନିବାର ଅପରାହ୍ନରେ ସ୍ଥାନୀୟ ଛାଞ୍ଚ ନିକଟ ରେଳଧାରଣା ପାର୍ଶ୍ବରୁ ଜଣେ ବୃଦ୍ଧଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଡିଏମୟୁ ଟ୍ରେନ ଯିବା ପରେପରେ ରେଳଧାରଣା ପାର୍ଶ୍ବରୁ ମୃତଦେହ ମିଳିଥିଲା। ତାଙ୍କର ପରିଚୟ ମିଳିନଥିବା ବେଳେ ବୃଦ୍ଧଙ୍କ ମୁଣ୍ଡ ପଛପଟେ ମାଡ ହୋଇ ପ୍ରଚୁର ରକ୍ତ ସ୍ରାବ ପରେ ମୃତ୍ୟୁ ଘଟିଛି। ସମ୍ଭବତଃ ଟ୍ରେନରୁ ଖସି ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ରେଳବାଇ ପୁଲିସ ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।
Read More News
T & CPrivacy PolicyContact Us