Download Now Banner

This browser does not support the video element.

ବଡସାହି: ୧୮ନଂ ଜାତୀୟରାଜପଥ କଳମାଛକରେ ଘଟିଯାଇଥିବା ଗୋଷ୍ଠୀସଂଘର୍ଷରେ ଜଡିତ ଜଣକୁ ଗିରଫକରି କୋର୍ଟଚାଲାଣ କଲା ବୈଶିଙ୍ଗା ପୁଲିସ

Barsahi, Mayurbhanj | Aug 25, 2025
ମୟୂରଭଞ୍ଜ - ବାଲେଶ୍ବର ଜିଲ୍ଲା ସୀମାନ୍ତ ୧୮ନଂ ଜାତୀରାଜପଥ କଳମା ଛକରେ ଘଟିଯାଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଜଣକୁ ସୋମବାର ଗିରଫକରି ସ୍ୱାସ୍ଥ୍ୟ ପରୀକ୍ଷା ପରେ ସୋମବାର ଅପରାହ୍ନ ସାଢେପାଞ୍ଚଟାରେ କୋର୍ଟ ଚାଲାଣ କଲା ବୈଶିଙ୍ଗା ପୁଲିସ l ଗିରଫ ଅଭିଯୁକ୍ତ ଜଣକ ହେଉଛି ବାଲେଶ୍ଵର ଜିଲ୍ଲା ସଦରଥାନା ଅଧୀନ କୁଡିଆ ଗ୍ରାମର ବିଜୁ ଓରଫ ବିଜୟ କୁମାର ଜେନା l ଜମି ଦଲାଲି ଏବଂ ବାଲି ବ୍ୟବସାୟକୁ କେନ୍ଦ୍ରକରି ଗୋଷ୍ଠୀସଂଘର୍ଷ ହୋଇଥିଲା l
Read More News
T & CPrivacy PolicyContact Us