Install App
shantanupanda7
This browser does not support the video element.
ବଡସାହି: ସୁରେଇଡ଼ିହି ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଦେଶ କରମ ପରବ୍-୨୦୨୫କାର୍ଯ୍ୟକ୍ରମରେ ଓଡିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ହଜାର ହଜାର ମହିଳା ସାମିଲ
Barsahi, Mayurbhanj | Aug 31, 2025
ବେତନଟୀ ଥାନା ଅଧୀନ ସୁରେଇଡିହିଠାରେ ରାଜ୍ୟ ସ୍ତରୀୟ କୁଡୁମାଲୀ ଦେଶ କରମ ପରବ ୨୦୨୫ ଉଦଘାଟିତ ହୋଇଯାଇଥିବା ବେଳେ ବାଲଉଠା ଏବଂ ଜାୱାସ୍ଥାପନ ଅବସରରେ ରବିବାର ଅପରାହ୍ନ ୩ଟାରେ ଯୋଗଦେଲେ ୨ହଜାରରୁ ଉର୍ଦ୍ଧ୍ୱ ମହିଳା l ହଜାରହଜାର ମହିଳା ଏକଜୁଟ ହୋଇ ଜାଓ୍ବାବେଢା ଵିଧି ସମ୍ପାଦନ କରିଥିଲେ l ହଜାରହଜାର ମହିଳା ପାରମ୍ପରିକ କୁଡୁମାଲିର ନୃତ୍ୟ ଗୀତରେ ମସଗୁଲ ହୋଇଉଠିଥିବାବେଳେ ଏଥିରେ ଓଡିଶା, ପଶ୍ଚିମବଙ୍ଗ,ଝାଡ଼ଖଣ୍ଡର ମହିଳା ସାମିଲ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!