Download Now Banner

This browser does not support the video element.

ଲାଞ୍ଜିଗଡ: ବିଶ୍ଵନାଥ ପୁର ଠାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ,ମହାସମାରୋହରେ ସମ୍ପନ୍ନ ହେଲା ବେତାଳୀ ଭୈରବ ଓ ପାଟଖଣ୍ଡାଙ୍କ ଝାମୁଯାତ୍ରା

Lanjigarh, Kalahandi | Sep 11, 2025
ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ପ୍ରସିଦ୍ଧ ବେତାଳୀ ଭୈରବ, ପାଟଖଣ୍ଡାଙ୍କ ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ କଳାହାଣ୍ଡି ସମେତ ପଡ଼ୋଶୀ ରାୟଗଡା ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇ ବେତାଳୀ ଭୈରବ, ପାଟଖଣ୍ଡାଙ୍କ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଲାଞ୍ଜିଗଡ଼ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ, ବିଜେପି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାରପ୍ରମୁଖ ଯୋଗଦେଇ ଥିଲେ
Read More News
T & CPrivacy PolicyContact Us