Download Now Banner

This browser does not support the video element.

ଭୋଗରାଇ: ସରକାରୀ ଟ୍ୟୁୟୁଏଲ ବସାଇବାକୁ ନେଇ ଦୁଇ ରାଜନୀତିକ ଦଳ ଭିତରେ ଗଣ୍ଡଗୋଳ , ଥାନାରେ ଅଭିଯୋଗ , କମର୍ଦ୍ଦା ଥାନା ସମୁଖିରେ ଧାରଣ ।

Bhograi, Balasore | Sep 13, 2025
ସରକାରୀ ପାଣିପମ୍ପ ବସାଇବାକୁ ନେଇ ଦୁଇ ରାଜନୀତିକ ଦଳ ଭିତରେ ଗଣ୍ଡଗୋଳ । ଥାନାରେ ଅଭିଯୋଗ । ଦୁଇ ଅଟକ । ଥାନା ସମୁଖିରେ ଧାରଣା ବସିଲେ ଗାଁ ଲୋକେ । ଭୋଗରାଇ କମର୍ଦ୍ଦା ଥାନା ପୁରୁଷୋତ୍ତମପୁର ଗାଁର ଘଟଣା ।
Read More News
T & CPrivacy PolicyContact Us