Download Now Banner

This browser does not support the video element.

ସୁନ୍ଦରଗଡ ସହର: ବଣାଇଁ ଥାନା ଉପୁରୁଡ଼ା ଗାଁ ଯୁବକଙ୍କ ସାହସିକ ପଦକ୍ଷେପ, ଅଞ୍ଚଳରେ ଆତଙ୍କ ଖେଲାଇଥିବା 5 ଚୋରଙ୍କୁ କାବୁ କରି ବଣାଇଁ ପୋଲିସକୁ କଲେ ହସ୍ତାନ୍ତର

Sundargarh Town, Sundargarh | Sep 10, 2025
ଆଜି ସେପ୍ଟେମ୍ୱର 10 ତାରିଖ ବୁଧବାର ପୂର୍ବାହ୍ନ 11 ଟା ସମୟରେ ବଣାଇଁ ପୋଲିସକୁ ହସ୍ତାନ୍ତର କରିଛନ୍ତି 5 ଚୋରଙ୍କୁ। ପୋଲିସର ନିଦ ହଜାଇଥିବା ଏହି ଖୁଚୁରା ଚୋର ଆଜି ଗ୍ରାମର କେତେକ ଯୁବକଙ୍କ ଦ୍ଵାରା ଅଟକ ହେବା ପରେ ବଣାଇଁ ଥାନା ସବ୍ ଇନ୍ସପେକ୍ଟର ନିତାଳୀ ମଧୁସ୍ମିତା ସେମାନଙ୍କୁ ଘଟଣା ସ୍ଥଳରେ ଗିରଫ କରି ଥାନାକୁ ନେଇଛନ୍ତି। ଗିରଫ ଚୋର ମାନେ ହେଲେ - ଦିଲୀପ କିଶାନ ଓରଫ ପଟ୍ଟ , ପଦୁରାମ ପଲେଇ ଓରଫ ପଦୁ , କାର୍ତ୍ତିକ କିଶାନ ଉରଫ ଗୁଇଁ, ଆକାଶ ନାଏକ ଓ ଅଙ୍କିତ କଶାନ। ଏମାନେ ଗତ ଦେଢ଼ ସପ୍ତାହ ଧରି ଗୋଟିକ ପରେ ଗୋଟିଏ ଚୋରି କରି ସାରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ। ଗତକାଲି
Read More News
T & CPrivacy PolicyContact Us