Download Now Banner

This browser does not support the video element.

କୃଷ୍ଣ ପ୍ରସାଦ: କ୍ୟାନ୍ସର କୁ ପ୍ରତିହତ କରିବା ପାଇଁ ଚିଲିକା ହ୍ରଦରେ ନାଲି ପ୍ରଜାତି ର ଶୈବାଳ ଠାବ

Krushna Prasad, Puri | Jun 12, 2025
କ୍ୟାନ୍ସର କୁ ପ୍ରତିହତ କରିବା ପାଇଁ ଚିଲିକା ହ୍ରଦରେ ନାଲି ପ୍ରଜାତି ର ଶୈବାଳ ଠାବ | କ୍ୟାନ୍ସର କୁ ପ୍ରତିହତ କରିବା ପାଇଁ ଚିଲିକା ହ୍ରଦ ରେ ନାଲି ପ୍ରଜାତିର ଶୈବାଳ ଠାବ | ଆଜି 6.29 ରେ ରେଭେନ୍ସା ଓ ଉତ୍କଳ ବିଶ୍ଵବିଦ୍ୟାଳୟ ର ମିଳିତ ଗବେଷଣାରୁ ଏହି ନାଲି ପ୍ରଜାତିର ଶୈବାଳର ଉପକାରିତା ଜଣାପଡିଛି | ଏହାର ଆଉ ଏକ ଗୁଣ ରହିଛି ଚର୍ମ କ୍ୟାନ୍ସର ପ୍ରତିହତ କରିବା | କ୍ୟାମିକାଲ ଠାରୁ ଏହାର ବ୍ୟବହାର ଇକୋ ଫ୍ରେଣ୍ଡଲି ରହିବ | ରେଭେନ୍ସା ଓ ଉତ୍କଳ ବିଶ୍ଵବିଦ୍ୟାଳୟର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବିଭାଗ 20ବର୍ଷ ଧରି ଗବେଷଣା କରିଥିଲେ |
Read More News
T & CPrivacy PolicyContact Us