This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗଣେଷ ଭସାଣି ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ ନେଇ ପଥରଗଡ଼ିଆ ଅଞ୍ଚଳରୁ 8ଅଭିଯୁକ୍ତଙ୍କୁ ଗିରଫ କଲା ଇନଫୋସିଟି ଥାନା ପୋଲିସ
Bhubaneswar M Corp, Khordha | Sep 4, 2025
ସୂଚନାଯୋଗ୍ୟ ଯେ, ଇନଫୋସିଟି ଥାନା ଅନ୍ତର୍ଗତ ପଥରଗଡ଼ିଆ ଅଞ୍ଚଳରେ ଥିବା ତାରିଣୀ ପୂଜା କମିଟି ଏବଂ ମା ଶିଖରଚଣ୍ଡୀ ପୂଜା କମିଟି ତରଫରୁ ଗଣେଷ ଭସାଣି ଶୋଭାଯାତ୍ରା ଯାଉଥିଲା । ଉଭୟ କମିଟିର ଶୋଭାଯାତ୍ରା ଆଗପଛ ହୋଇ ତ୍ରିନାଥମନ୍ଦିର ଛକ ଅଭିମୁଖେ ବାହାରିଥିଲେ । ତ୍ରିନାଥମନ୍ଦିର ଛକ ନିକଟରେ ପଛରେ ଆସୁଥିବା ମା ଶିଖରଚଣ୍ଡୀ ପୂଜା କମିଟିର ସଦସ୍ୟ ମାନେ ତାରିଣୀ ପୂଜା କମିଟିର ଭସାଣି ଶୋଭାଯାତ୍ରାକୁ ଅତିକ୍ରମ କରିବା ଲାଗି ପ୍ରୟାସ କରିଥିଲେ । ଯାହାକୁ ନେଇ ଉଭୟ କମିଟିର ସଦସ୍ୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ଉଭୟ ପକ୍ଷ ପରସ୍ପରକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବିଭି