Download Now Banner

This browser does not support the video element.

ଚମ୍ପୁଆ: ଚମ୍ପୁଆ ରେଞ୍ଜର ଉଖୁଣ୍ଡା ସେକ୍ସନ ଅଧିନସ୍ଥ ବିଭିନ୍ନ ଗ୍ରାମକୁ ଯାଇ ଫସଲ କ୍ଷୟକ୍ଷତି ଆକଳନ କଲେ କେନ୍ଦୁଝର ଡିଏଫଓ

Champua, Kendujhar | Aug 26, 2025
ଚମ୍ପୁଆ ରେଞ୍ଜର ଉଖୁଣ୍ଡା ସେକ୍ସନ ଅଧିନସ୍ଥ ବିଭିନ୍ନ ଗ୍ରାମରେ ହାତୀପଲ ପଶି ଗତ କିଛି ଦିନରୁ ବ୍ୟାପକ ଫସଲ ନଷ୍ଟ କରିଥିବା ବେଳେ କେନ୍ଦୁଝର ଡିଏଫଓ ଶ୍ରୀ ଏଚଡି ଧନରାଜ୍ ସେହି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଓ ୫ ଜଣ ସରପଞ୍ଚଙ୍କ ସହ ଡିଏଫଓ ଅଞ୍ଚଳ ଗସ୍ତ କରି ଫସଲ କ୍ଷୟକ୍ଷତିର ଆକଳନ କରିଥିବା ସୂଚନା ରହିଛି।
Read More News
T & CPrivacy PolicyContact Us