Install App
pattamundai01
This browser does not support the video element.
କେନ୍ଦ୍ରାପଡା: କେରଡ଼ାଗଡ଼ ଠାରେ ପବିତ୍ର ଇଦ୍-ଉଲ୍-ଫିତର ପର୍ବ ପାଇଁ ମୁସଲମାନ ଭାଇଭଉଣୀ ମାନଙ୍କ ନିକଟରେ ପହଞ୍ଚି ଇଦ୍-ମୁବାରକ ଜଣାଇଲେ ବିଧାୟକ
Kendrapara, Kendrapara | Mar 31, 2025
ଆଜି ହେଉଛି ମୁସଲମାନ ମାନଙ୍କ ପବିତ୍ର ପର୍ବ ଇଦ୍-ଉଲ୍-ଫିତରl ରାଜନଗର ବ୍ଲକ୍ କେରଡ଼ାଗଡ଼ ଠାରେ ପବିତ୍ର ଇଦ୍-ଉଲ୍-ଫିତର ରେ ଆୟୋଜିତ ହୋଉଛି ଉତ୍ସବ l ଏହି ଉପଲକ୍ଷେ ଆଜି ଦିନ 10 ଟା ସମୟରେ ରାଜନଗର ବ୍ଲକ୍ କେରଡ଼ାଗଡ଼ ଠାରେ ପବିତ୍ର ଇଦ୍-ଉଲ୍-ଫିତର ସମୟରେ ମୁସଲମାନ ଭାଇଭଉଣୀ ମାନଙ୍କ ନିକଟରେ ସ୍ଥାନୀୟ ନେତୃବୃନ୍ଦ ମାନଙ୍କ ସହିତ ପହଞ୍ଚି ଇଦ୍-ମୁବାରକ ଜଣାଇବା ସହ ସମସ୍ତଙ୍କର ସୁଖ,ଶାନ୍ତି ଓ ସମୃଦ୍ଧି କାମନା କଲେ ରାଜନଗର ବିଧାୟକ ଧ୍ରୁବ ସାହୁ l
Share
Read More News
T & C
Privacy Policy
Contact Us
Your browser does not support JavaScript!