This browser does not support the video element.
କୋରାପୁଟ ସହର: ସୁବର୍ଣ୍ଣପୁର ଜିଲ୍ଲା ପଞ୍ଚାୟତ ପ୍ରତିନିଧିଙ୍କ କୋରାପୁଟ ଗସ୍ତ ଡୁମୁରିପୁଟ ମିଶନ ଶକ୍ତି କାଫେର ପରିଦର୍ଶନ
Koraput Town, Koraput | Aug 21, 2025
ସୁବର୍ଣ୍ଣପୁର ଜିଲ୍ଲାର ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଏକ ଦଳ ତିନି ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବ୍ଲକ ପରିଦର୍ଶନ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଆନୁକୁଲ୍ୟରେ ଆସିଥିବା ଉକ୍ତ ଦଳରେ ବିଭାଗୀୟ ଅଧିକାରୀ ମାନଙ୍କ ବ୍ୟତୀତ ୪୫ ଜଣ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ସଭ୍ୟା କୋରାପୁଟ ଜିଲ୍ଲା ଗସ୍ତରେ ଆସି କୋରାପୁଟ ଜିଲ୍ଲା ପରିଷଦ ଓ ବ୍ଲକ ମାନଙ୍କ ଦ୍ଵାରା କାର୍ଯ୍ୟକାରି ହେଉଥିବା ଯୋଜନା ଗୁଡ଼ିକର ଅନୁଧ୍ୟାନ କରିଥିଲେ।