Download Now Banner

This browser does not support the video element.

ବଡସାହି: ପଣ୍ଡୁଗଡିଆ ୧୪ନଂୱାର୍ଡରେ ଡ୍ରେନେଜ ସମସ୍ୟାକୁ ନେଇ ଜଳବନ୍ଦୀ ଅବସ୍ଥାରେ ଥିବା ଗ୍ରାମବାସୀ ଗାଁରେ ରଖିଲେ ପ୍ରତିକ୍ରିୟା #jansamasya

Barsahi, Mayurbhanj | Sep 5, 2025
ବେତନଟୀ ଗ୍ରାମପଞ୍ଚାୟତ ଅଧୀନ ୧୪ନମ୍ବରୱାର୍ଡ ପଣ୍ଡୁଗଡିଆ ଠାରେ ଲଘୁଚାପ ଜନିତ ଲଗାଣବର୍ଷାରେ ବର୍ଷାଜଳ ନିଷ୍କାସନ ହୋଇନପାରି ଗାଁ ମୁଖ୍ୟ କଂକ୍ରିଟ ରାସ୍ତା ଉପରେ ଜମି ରହିଥିବା ବେଳେ ଏହା ଗାଁରେ ଲାଗି ରହିଥିବା ବର୍ଷବର୍ଷର ସମସ୍ୟା ଏବଂ ଏନେଇ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଆସିଥିଲେ ସୁଦ୍ଧା ସମସ୍ୟାର ସମାଧାନ ନେଇ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l
Read More News
T & CPrivacy PolicyContact Us