Download Now Banner

This browser does not support the video element.

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକ ଠାରେ ଆଜି ପ୍ରକୃତ ହିତାଧିକାରୀ ଙ୍କୁ ଚିହ୍ନଟ କରାଯାଇ ପଟ୍ଟା ବଣ୍ଟନ କରାଯାଇଛି

Kabisuryanagar, Ganjam | Sep 6, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକ ୧୧ ଗୋଟି ପଞ୍ଚାୟତ ରେ ପ୍ରକୃତ ଜନସାଧାରଣ ଙ୍କୁ ଭତ୍ତା ବଣ୍ଟନ କରାଯାଇଛି. ଦୀର୍ଘ ବର୍ଷ ଧରି ପଟ୍ଟା ଖଣ୍ଡ କ ପାଇଁ ତହସିଲ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ଜିଲ୍ଲା ପାଳ କାର୍ଯ୍ୟଳୟ ପର୍ଯ୍ୟନ୍ତ ଦୌଡ଼ିଥିଲେ ମଧ୍ୟ ପାଇଁ ପାରୁନଥିଲେ ପଟ୍ଟା, ରାଜ୍ୟରେ ସରକାର ପରିବର୍ତନ ଏକ ବର୍ଷ ପୂର୍ତ୍ତି ହୋଇଛି, ଆଉ ଲୋକଙ୍କୁ ମିଳିଛି ପଟ୍ଟା।
Read More News
T & CPrivacy PolicyContact Us