This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ରେ ୪୦ ତମ ଜାତୀୟ ଆଖିଦାନ ସଚେତନତା ରେଲି - ଏସ ସିଡି ଚକ୍ଷୁ ଚିକିତ୍ସାଳୟ,ଲାୟନ୍ସ କ୍ଲବ, ମାରୱାଡ଼ି ମହିଳା ମଣ୍ଡଳ ସାମିଲ
Titlagarh, Balangir | Sep 4, 2025
ଅଗଷ୍ଟ ମାସର ୨୫ ତାରିଖ ଠାରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୪୦ ତମ ଜାତୀୟ ଆଖି ଦାନ ସଚେତନତା ପକ୍ଷ ପାଳନ କରାଯାଉଥିବା ବେଳେ ଗୁରୁବାର ସକାଳେ ଟିଟିଲାଗଡ଼ର ଏସସିଡି ଚକ୍ଷୁ ଚିକିତ୍ସାଳୟର ଆୟୋଜକତାରେ ଲାୟନ୍ସ କ୍ଲବ ଓ ମାରୱାଡ଼ି ମହିଳା ମଣ୍ଡଳର ସଦସ୍ୟ ମାନଙ୍କ ସହଯୋଗରେ ଏକ ରେଲି ବାହାରି ସହର ପରିକ୍ରମା କରିଥିଲେ। ଏହି ରେଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ନେତ୍ର ଦାନ ଯାହାକି ମଣିଷ ଚାଲିଯିବା ପରେ ମଧ୍ୟ ତାଙ୍କର ଆଖି ବଞ୍ଚିଥାଉ। ଦୃଷ୍ଟିର ଉପହାର ଦିଅନ୍ତୁ ଆଖି ଦାନ କରନ୍ତୁ, ଅନ୍ୟର ଜୀବନକୁ ଉଜ୍ଜ୍ବଳ କରନ୍ତୁ। ବିଭିନ୍ନ ସ୍ଲୋଗାନ ତଥା ପ୍ଲା କାର୍ଡ ଧରି ଏହି ତିନୋଟି ଅନୁଷ୍ଠାନର