Download Now Banner

This browser does not support the video element.

ରାୟଗଡା: କୋଲନରା ବ୍ଲକର ସଦର ଗ୍ରାମପଞ୍ଚାୟତର ଭୁଜବଳ ଓ ପି. ଲେକାପାଇ ଗ୍ରାମ ଗସ୍ତ କରି ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲା ଅଧିକାରୀ

Rayagada, Rayagada | Sep 8, 2025
ସୋମବାର ଅପରାହ୍ନରେ କୋଲନରା ବ୍ଲକର ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭୁଜବଳ ଓ ପି. ଲେକାପାଇ ଗ୍ରାମ ଗସ୍ତ କରି ଉନ୍ନତି ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଜିଲ୍ଲା ମୁଖ୍ୟ ଅଧିକାରୀ ଓ ଉପଜିଲ୍ଲାପାଳ।
Read More News
T & CPrivacy PolicyContact Us