Download Now Banner

This browser does not support the video element.

ରାଜଗାଙ୍ଗପୁର: ଗମ୍ଭାରଢିହି ନିକଟରେ ବିଜୁ ଏକ୍ସପ୍ରେସୱେ ଉପରେ ଚଳନ୍ତା ଟ୍ରକ ରେ ଲାଗିଲା ନିଆଁ ଲିଭାଇଲା ଦମକଳ ବାହିନୀ

Rajagangapur, Sundargarh | Sep 6, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକର ଗମ୍ଭାରଢିହି ନିକଟରେ ଆଜି ଅପରାହ୍ନରେ ସୁନ୍ଦରଗଡ଼ ଠାରୁ ରାଉରକେଲା ଯାଉଥିବା ଏକ ଟ୍ରକ ରେ ଅଚାନକ ନିଆଁ ଲାଗିଯାଇଥିଲା।ଯାହା ଅନ୍ୟ ଗାଡ଼ି ଚାଳକ ମାନେ ଦେଖି ଗାଡ଼ି କୁ ଅଟକାଇ କୁତ୍ରା ଦମକଳ ବାହୀନି କୁ ଡାକି ନିଭାଇଥିଲେ।
Read More News
T & CPrivacy PolicyContact Us