Download Now Banner

This browser does not support the video element.

ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀର ହରିପୁର ଗ୍ରାମର ୮୦ପରିବାର କୁ ନାଇଁ ପକ୍କା ରାସ୍ତା, ବର୍ଷା ହେଲେ ଯାତାୟାତ ଠପ #jansamasya

Surada, Ganjam | Aug 24, 2025
ଆଜିବି ମୌଳିକ ସୁବିଧା ରୁ ବଞ୍ଚିତ ହରିପୁର ଗ୍ରାମର ୮୦ପରିବାର, ଏ ହେଉଛି ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ହରିପୁର ଗ୍ରାମର ବିକଳ ଚିତ୍ର. ନିର୍ବାଚନ ଆସିଲେ ନେତା ଆସନ୍ତି ଆଉ ନିର୍ବାଚନ ସରିଲେ ଭୁଲି ଯାଆନ୍ତି ଏହି ଗ୍ରାମ କୁ. ବାରମ୍ବାର ଅଭିଯୋଗ ପରେ ମଧ୍ୟ ହୋଇ ପାରୁନି ପକ୍କା ରାସ୍ତା. ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଗ୍ରାମବାସୀ ଆଉ ରଖିଛନ୍ତି ପ୍ରତିକ୍ରିୟା.
Read More News
T & CPrivacy PolicyContact Us