This browser does not support the video element.
ସୁନ୍ଦରଗଡ ସହର: ହେମଗିର ବ୍ଲକ କଲ୍ୟାଣ ମଣ୍ଡପରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମେଳା ଅନୁଷ୍ଠିତ
Sundargarh Town, Sundargarh | Jun 6, 2025
ଆଜି ଜୁନ୍ ମାସ 6 ତାରିଖ ଶୁକ୍ରବାର ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଆଜି ପୂର୍ବାହ୍ନ 10 ଟା ରୁ ଅପରାହ୍ନ 3 ଟା ପର୍ଯ୍ୟନ୍ତ 5 ଘଣ୍ଟା ଧରି ଏହି ପ୍ରତିଯୋଗିତା ହୋଇଥିଲା । ହେମଗିର ବ୍ଳକର ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତି ଓ ପରଷିବା ପ୍ରତିଯୋଗିତା ହେମଗିର ବ୍ଳକ କଲ୍ୟାଣ ମଣ୍ଡପ ରେ କରାଯାଇଥିଲା। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ହେମଗିର ବିଡ଼ିଓ ରୀନା ନାୟକ ଯୋଗ ଦେଇ ଥିଲାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମହିମା ସେଠ୍, ଏବିଡ଼ିଓ ଜିତେନ୍ଦ୍ର ମୁଣ୍ଡା, ସହକାରୀ ଯନ୍ତ୍ରୀ ଚିନ୍ମୟୀ ମିଶ୍ର, ସିଡ