This browser does not support the video element.
ସୁନ୍ଦରଗଡ ସହର: ଏନଟିପିସି ଡୁଳିଙ୍ଗା ଓବି ୟାର୍ଡ ପାଇଁ ସାନଘୁମୁଡ଼ା ପଞ୍ଚାୟତର ଖୁଣ୍ଟି ଝରିଆ ଗ୍ରାମବାସୀଙ୍କ ଘରେ ପଶିଲା ଆଣ୍ଠୁଏ ଉଚ୍ଚର ପାଣି
Sundargarh Town, Sundargarh | Aug 22, 2025
ଆଜି ଅଗଷ୍ଟ 22 ତାରିଖ ଶୁକ୍ରବାର ଏହି ଦୃଶ୍ୟ ହେଉଛି ପୂର୍ବାହ୍ନ 11 :15 ସମୟର । ହେମଗିର ବ୍ଲକ୍ ଏନ୍ ଟି ପି ସି ଡୁଳିଙ୍ଗା ଓ ବି ୟାର୍ଡ ପାହାଡ଼ ଯୋଗୁଁ ସାନ ଘୁମୁଡ଼ା ପଞ୍ଚାୟତର ଖୁଣ୍ଟି ଝରିଆ ଗ୍ରାମବାସୀଙ୍କ ଘର ମଧ୍ୟକୁ ଆଜି ଆଣ୍ଠୁଏ ଉଚ୍ଚର ପାଣି ପଶିବାକୁ ଲାଗିଛି। ଲୋକଙ୍କ ଜୀବନ ବିପନ୍ନ ହୋଇଛି। ଗୋଟିଏ ପେଟ ଲଗାଣ ବର୍ଷା ଯୋଗୁଁ ଲୋକ ପଦାକୁ ବାହାରି ପାରୁ ନ ଥିବା ବେଳେ ଘର ମଧ୍ୟକୁ ପାଣି ପଶିଯିବାରୁ ଲୋକଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ନାହିଁ। ଆଉ ଏହି ସମସ୍ତ ଘଟଣା ଏନ୍ ଟି ପି ସି ଡୁଳିଙ୍ଗା କୋଇଲା ପ୍ରକଳ୍ପର ଓ ବି ପାହାଡ଼ ଯୋଗୁଁ ଘଟୁଥିବା କଥା ଲୋକେ କହିଛନ୍ତି। ଗତ ଦିନରେ