Install App
shantanupanda7
This browser does not support the video element.
ମୋରଡା: ରସୁଣୀଆ ଗାରେ କୂଅରେ ପଡି ଏବଂ ଖେରଣା ଗାଁରେ କେନାଲରେ ବୁଡି ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ପୃଥକ ମାମଲା ରୁଜୁକରି ଉଭୟ ମୃତଦେହ ଜବତକଲା ପୁଲିସ
Muruda, Mayurbhanj | Aug 27, 2025
ମୋରଡା ନିର୍ବାଚନମଣ୍ଡଳୀ ତଥା ଶୁଳିଆପଦା ଥାନା ଅଧୀନ ରସୁଣୀଆ ଗାଁ ଏବଂ ଖେରଣା ଗାଁରେ ଦୁଇଜଣ ପାଣିରେ ବୁଡି ମୃତ୍ୟୁବରଣ କରିବା ଘଟଣାରେ ଉଭୟ ମୃତଦେହ ଜବତକରି ବୁଧବାର ଅପରାହ୍ନ ସାଢେ ପାଞ୍ଚଟାରେ ପୃଥକ ଅପମୃତ୍ୟୁ ମାମଲା ରୁଜୁକରି ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଗୁରୁବାର ଶଵ ବ୍ୟବଚ୍ଛେଦ ହେବାନେଇ ସୂଚନା ଦିଆଯାଇଛି l ମୃତକ ହେଉଛନ୍ତି ରସୁଣୀଆର ନୀଳକଣ୍ଠ ଦାସବାବୁଙ୍କ ପତ୍ନୀ ସ୍ନେହଲତା ଓ ଖେରଣାର କାଳୀଚରଣ ମାର୍ଣ୍ଡି l
Share
Read More News
T & C
Privacy Policy
Contact Us
Your browser does not support JavaScript!