Download Now Banner

This browser does not support the video element.

ଖଣ୍ଡପଡା: କୁଞ୍ଜବିହାରୀପୁର ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ନାବାଳକଙ୍କ ମୃତ୍ଯୁ

Khandapada, Nayagarh | May 18, 2024
ଆଜି ସକାଳ ୯ ଟାରେ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୁଞ୍ଜବିହାରୀପୁର ଗ୍ରାମରେ ଜଣେ ପୋଖରୀ ରେ ପଡ଼ି ମୃତ୍ୟୁ। ସୂଚନା ମୁତାବକ କୁଞ୍ଜବିହାରୀପୁର ଗ୍ରାମର ଯୁଧିଷ୍ଠିର ପଣ୍ଡାଙ୍କ ସାନପୁଅ ମହେଶ୍ୱର ପଣ୍ଡାଙ୍କ ( ୧୦) ଆଜି ଗ୍ରାମରେ ଥିବା ପୋଖରୀ କୁ ଗାଧୋଇ ଯାଇଥିବା ବେଳେ କୌଣସି କାରଣର ବସତହ ପୋଖରୀ ରେ ବୁଡିଯାଇଥିଲେ ତାଙ୍କୁ ସଙ୍ଗେ ସଙ୍ଗେ ପାଖରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ , ମୃତ୍ୟୁ ପରେ ଗାଁରେ ସୋକାକଳ ବେଶ ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us