Download Now Banner

This browser does not support the video element.

ଆସିକା: ଅସୁରାଇପଲ୍ଲୀ ନିକଟରୁ ବେଆଇନ ମଦ ପ୍ରସ୍ତୁତ ଭାଟି ଉପରେ ଚଢ଼ାଉ,ବିପୁଳ ପରିମାଣର ପୋଚ ନଷ୍ଟ ସହ ମଦ ଜବତ,ଛଅ ମହିଳା ଗିରଫ

Asika, Ganjam | Sep 12, 2025
ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନ ଆସୁରାଇପଲ୍ଲୀ ଗ୍ରାମ ନିକଟରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତ ଭାଟି ଉପରେ ଚଢ଼ାଉ କରିଛି ଅବକାରୀ ବିଭାଗ l ଚଢ଼ାଉ ବେଳେ 2400 ଲିଟର ପୋଚ ନଷ୍ଟ ସହ 300 ଲିଟର ଦେଶୀ ମଦ ଜବତ କରାଯାଇଛି l ଉକ୍ତ ମଦ ଭାଟି ସହ ସମ୍ପୃକ୍ତ ଛଅ ଜଣ ମହିଳା ଙ୍କୁ ଗିରଫ କରିଛି ଅବକାରୀ ବିଭାଗ l ଦୀର୍ଘ ଦିନ ଧରି ଆସୁରାଇପଲ୍ଲୀ ଗ୍ରାମ ନିକଟ ଜଙ୍ଗଲରେ ବେଆଇନ ଭାବେ ଦେଶୀ ମଦ ଭାଟି ଚାଲିଥିବା ଅଭିଯୋଗ ହୋଇଆସୁଥିଲା l
Read More News
T & CPrivacy PolicyContact Us