Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ପୋଲିସ ଦ୍ୱାରା ଚାରଭାଟି ଅଂଚଳରୁ ନିଶା କଫ ସିରଫ ବିକ୍ରି ଅଭିଯୋଗ,ଜଣେ ଗିରଫ

Sambalpur M, Sambalpur | Sep 12, 2025
ଧନୁପାଲି ପୋଲିସ ଦ୍ୱାରା ନିଶା କଫ ସିରଫ ବିକ୍ରି ଅଭିଯୋଗ ରେ ଜଣେ ଗିରଫ, କଫ ସିରଫ ସହ 43 ହଜ଼ାର 720 ଟଙ୍କା ଜବତ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 2 ଟା ସମୟରେ ଚାରଭାଟି ଅଞ୍ଚଳରେ ବାଦଲ ସାହୁ ନାମକ ଜଣେ ଯୁବକ ନିଶା କଫ ସିରଫ ବିକ୍ରି କରୁଥିବା ସମୟରେ ପୋଲିସ ବାଦଲକୁ ଗିରଫ କରିଥିଲା l ତା ନିକଟରୁ 34 ବୋତଲ ନିଶା କଫ ସିରଫ, 30 ଲିଟର ଦେଶୀ ମଦ ଓ 43 ହଜ଼ାର 720 ଟଙ୍କା ଜବତ କରିଥିଲା l ଆଜି ବାଦଲକୁ ସନ୍ଧ୍ୟା 6 ଟା ରେ କୋର୍ଟ ଚାଲାଣ କରାଯାଇଛି l
Read More News
T & CPrivacy PolicyContact Us