Install App
gadajatnews
This browser does not support the video element.
କଟକ ପୌରାଞ୍ଚଳ: କୋକଳବା ନିକଟରେ ନରସିଂହପୁରରୁ ମାର୍ବଲ ନେଇ ପୁରୁଷୋତ୍ତମପୁର ଯାଉଥିବା ଏକ ମାର୍ବଲ ବୋଝେଇ ଅଟୋ ଓଲଟିଲା
Cuttack M Corp PS, Cuttack | Jun 10, 2025
ରାତ୍ରି ରେ ଓଲଟିଲା ମାର୍ବଲ ବୋଝେଇ ଅଟୋ । କୋକଳବା ନିକଟରେ ନରସିଂହପୁରରୁ ମାର୍ବଲ ନେଇ ପୁରୁଷୋତ୍ତମପୁର ଯାଉଥିବା ଏକ ମାର୍ବଲ ବୋଝେଇ ଅଟୋ କୋକଳବା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି।ତେବେ ଅଟୋ ରେ ଥିବା ସମସ୍ତ ସୁରକ୍ଷିତ ଥିବା ଜଣା ପଡିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!