This browser does not support the video element.
ବଡମ୍ବା: ମାନପୁର ରେ କାଠଚୋରି ବେଳେ ଧରିଲେ ଯୁବକ
Badamba, Cuttack | May 5, 2025
ବିଳମ୍ବିତ ଭୋର ସମୟ ରୁ ମାନପୁର ଗାଁରୁ କାଠ ଚୋରି ବେଳେ ଧରିଲେ ଯୁବକ। ଉଇକାଲି ପଟାସ ଗଛ କାଟି ସେହି ଗାଁର ଜଣେ ବ୍ୟକ୍ତି ବିକ୍ରି କରୁଥିଲେ। ଯାହାକୁ ନେଇ ଗ୍ରାମର ର କିଛି ଗ୍ରାମବାସୀ ଓ ଯୁବକ ଏହାକୁ ଅଟକାଇ ରଖିଥିବା ଖବର ପାଇଥିଲା ପୋଲିସ। ଆଜି ସକାଳୁ ବନ ବିଭାଗ ଓ ପୋଲିସ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି।