Download Now Banner

This browser does not support the video element.

ଧରାକୋଟ: ସରଧାପୁର ପଞ୍ଚାୟତ ରେ ଆଦର୍ଶ ଗାଈ ଗୁହାଳ ଯୋଜନା ନିର୍ମାଣ ରେ ମହା ଘୋଟାଲା,ହିତାଧିକାରୀଙ୍କ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ#jansamasya

Dharakote, Ganjam | Sep 5, 2025
ପଶୁ ପାଳକ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ସରକାର ଙ୍କ ଆଦର୍ଶ ଗାଈ ଗୁହାଳ ଯୋଜନା ବେଶ ପ୍ରସିଦ୍ଧି ଲାଭ କରିଛି l ଏହି ଯୋଜନା ମାଧ୍ୟମରେ ହିତାଧିକାରୀ ମାନେ ଗାଇ ଗୁହାଳ ନିର୍ମାଣ କରି ପଷୁ ପାଳନ କରିବାର ସୁବିଧା ପାଉଥିବା ବେଳେ ଏବେ ଏହି ଯୋଜନା ରେ ମହାଘୋଟଲା ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି l ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସରଧାପୁର ପଞ୍ଚାୟତର ସରଧାପୁର ଗ୍ରାମର କିଛି ପଶୁ ପାଳକ ଏବେ ଏହି ଘୋଟାଲା ରେ ଫସି ଘାଣ୍ଟି ହେଉଛନ୍ତି l
Read More News
T & CPrivacy PolicyContact Us