Download Now Banner

This browser does not support the video element.

ଭଟଲି: ଭଟଲୀ ମାରୱାଡି ପଡା ରେ ଆଜି ଗଣେଶ ପୁଜା ଉଦଯାପନୀ ରାତ୍ରିରେ ପରିବେଷଣ ହେଲା ବିଶେଷ ସାସ୍କୃତିକ କାର୍ଯ୍ୟକ୍ରମ, ଯୋଗଦାନ କଲେ ହଜାର ହଜାର ଭକ୍ତ

Bhatli, Bargarh (Baragarh) | Sep 5, 2025
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ମାରୱାଡି ପଡାରେ ଆଜି ଗଣେଷ ପୁଜା ଉଦଯାପନୀ ରାତ୍ରିରେ 10 PM.ରେ ଏକ ବିଶେଷ ସାସ୍କୃତିକ କାର୍ଯ୍ୟକ୍ରମ ଅର୍କେଷ୍ଟ୍ରା ପରିବେଷଣ ହୋଇଥିଲା । ଏଥିରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା । ମୁଖ୍ଯ ଅତିଥି ଭାବେ ଭଟଲୀ ବିଧାୟକ ଶ୍ରୀଯୁକ୍ତ ଈରାସିସ ଆଚାର୍ଯ୍ଯ ଙ୍କ ମାଁ ସିନ୍ଧୁନନ୍ଦୀନୀ ଆଚାର୍ଯ୍ଯ ଯୋଗଦାନ କରିଥିଲେ ।
Read More News
T & CPrivacy PolicyContact Us