Download Now Banner

This browser does not support the video element.

ନନ୍ଦନକାନନ: ରଘୁନାଥପୁର ଛକରେ ମୋବସ ଧକାରେ ସ୍କୁଟି ଚାଳକଙ୍କ ମୃତ୍ୟୁ, ସବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଲା ପୋଲିସ

Nandankanan, Khordha | Sep 25, 2024
ଆଜି 5.34ରେ ନନ୍ଦନକାନନ ଥାନା ରଘୁନାଥପୁର ଛକରେ ଘଟିଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା | ମୋ ବସ ଧକାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି | ମୃତକଙ୍କ ନାଁ ନିରଞ୍ଜନ ପଣ୍ଡା | ସେପଟେ ମୃତ ଦେହ କୁ ଜବତ କରି କ୍ୟାପିଟାଲ ହସ୍ପିଟାଲ କୁ ସବ ବ୍ୟବଛେଦ ପାଇଁ ପଠାଇଛି ନନ୍ଦନକାନନ ଥାନା ପୋଲିସ | ରଘୁନାଥପୁର ଛକରେ ଘଟିଛି ଏଭଳି ମର୍ମନ୍ତୁତ ସଡ଼କ ଦୁର୍ଘଟଣା | ଦୁର୍ଘଟଣା ଘଟାଇଥିବା ମୋ ବସ କୁ ଅଟକ ରଖି ତଦନ୍ତ କରୁଛି ପୋଲିସ |
Read More News
T & CPrivacy PolicyContact Us