Download Now Banner

This browser does not support the video element.

ନୂଆପଡା: ଆସନ୍ତା କାଲି ରବିବାର ଦିନ 33 KV ଲାଇନ ର ମରାମତି କାର୍ଯ୍ୟ ନିମନ୍ତେ ନୂଆପଡା ସହର ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବ

Nuapada, Nuapada | Sep 13, 2025
ଆସନ୍ତା କାଲି ୧୪ ତାରିଖ ରବିବାର ଦିନ 33 KV ଲାଇନ ର ମରାମତି କାର୍ଯ୍ୟ ନିମନ୍ତେ ନୂଆପଡା ସହର ଓ ଏହାର ଆଖପାଖ ଅଞ୍ଚଳ ରେ ସକାଳ ୯ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ ବୋଲି tpwodl ପକ୍ଷରୁ ସୂଚନା ଦିଆ ଯାଇଛି।
Read More News
T & CPrivacy PolicyContact Us