This browser does not support the video element.
ଫୁଲବାଣୀ ସହର: ସମସ୍ୟା ସମାଧାନ ନେଇ କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ 108 କର୍ମଚାରୀ।
Phulabani Town, Kandhamal | Oct 28, 2024
ଆଜି ତାରିଖ 28/10/2024 ସମୟ ଏଗାରଟା ବେଳେ କନ୍ଧମାଳ ଜିଲ୍ଲାର ସମସ୍ତ 108 କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟାର ସମାଧାନ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ସେବା ବନ୍ଦ କରି ରାଜରାସ୍ତାକୁ ଓଲ୍ହେଇବାକୁ ଚେତାବନୀ ମଧ୍ୟ ଦେଇଛନ୍ତି।