Download Now Banner

This browser does not support the video element.

ବଡସାହି: ବେତନଟୀ ରେଳଷ୍ଟେସନ ଦକ୍ଷିଣପାର୍ଶ୍ଵରେ ଜଳନିଷ୍କାସନ ବିଭ୍ରାଟ ଓ ଯୋଗାଯୋଗ ବିଛିନ୍ନ ଘଟଣାର ସ୍ଥିତି ଅନୁଧ୍ୟାନ କଲେ ବିଡ଼ିଓ

Barsahi, Mayurbhanj | Sep 5, 2025
ବେତନଟୀ ରେଳଷ୍ଟେସନର ଦକ୍ଷିଣପାର୍ଶ୍ଵକୁ ରେଳବିଭାଗର ଅପରିଣାମଦର୍ଶୀ ନିଷ୍ପତ୍ତି ପାଇଁ ବର୍ଷାଜଳ ନିଷ୍କାସନରେ ଚରମ ବିଭ୍ରାଟ ଦେଖାଦେଇଥିବା ବେଳେ ସ୍ଥିତି ଅନୁଧ୍ୟାନ କରିବାକୁ ଶୁକ୍ରବାର ଅପରାହ୍ନ ୨ଟାରେ ଘଟଣାସ୍ଥଳରେ ପହଞ୍ଚିଲେ ବେତନଟୀ ବ୍ଲକ ବିଡ଼ିଓ ସୁଶାନ୍ତ କୁମାର ସୁତାର l ସୂଚନା ମୁତାବକ ବେତନଟୀ ରେଳ ଷ୍ଟେସନରେ ନିର୍ମାଣାଧୀନ ଅଣ୍ଡରପାସ ଡିଜାଇନରେ ତ୍ରୁଟି ଏବଂ ରେଳ ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ବର୍ଷାଜଳ ନିଷ୍କାସନ ହେଉନାହିଁ l
Read More News
T & CPrivacy PolicyContact Us