This browser does not support the video element.
ମୋହନା: ଅଡବା ହରଭଙ୍ଗୀ ଡେମ ରେ ମାଛ ଧରିବାକୁ ଯାଇ ଯୁବକ ନିଖୋଜ ଚାରିଦିନ ବିତିଯାଇଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ପାରିନାହିଁ।
Mohana, Gajapati | Aug 21, 2025
ଅଡବା ହରଭଙ୍ଗୀ ଡେମ ରେ ନିଖୋଜ ଯୁବକ ଚାରିଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଯୁବକ ଙ୍କ କୌଣସି ସନ୍ଧାନ ମିଳି ପାରିନାହିଁ। ଚଳିତ ମାସ ୧୮ ତାରିଖ ମଧ୍ୟାହ୍ନ ସମୟ ରେ ଗଜପତି ଜିଲ୍ଲା ଅଡବା ଗାଁ ର ଯୁବକ ସୁବ୍ରତ ନାୟକ ସମେତ ୮ ଜଣ ମାଛ ଧରିବାକୁ ଯାଇଥିଲେ। ଅନ୍ୟମାନେ ଘରକୁ ଫେରିଥିଲେ ସୁବ୍ରତ ଫେରିନଥିଲେ। ଚାରିଦିନ ହେବ ମୋହନା ଅଗ୍ନିଶମ ବିଭାଗ ଖୋଜୁଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିବା ଆଜି ସନ୍ଧ୍ୟା ୭ ଘଣ୍ଟ ସମୟରେ ସୂଚନା