Download Now Banner

This browser does not support the video element.

ସୁନ୍ଦରଗଡ ସହର: ବିଜୁଳି ଖମନ ଅଙ୍ଗନବାଡ଼ି କେନ୍ଦ୍ର ଦିଦି ଗର୍ଭବତୀ ମହିଳାଙ୍କୁ ଦେଲେ ମୂଷା ଖିଆ ଛତୁଆ,କାଗଜ ପତ୍ରରେ ଅଣ୍ଡା ଦିଆଯାଇଥିବା ଦର୍ଶାଇ ଖାଇଗଲେ ଅଣ୍ଡା

Sundargarh Town, Sundargarh | Sep 4, 2025
ଆଜି ସେପ୍ଟେମ୍ୱର 4 ତାରିଖ ଗୁରୁବାର ପୂର୍ବାହ୍ନ 9 ଟାରେ କିଛି ମହିଳା ଓ ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଘେରି ରହିଥିବା ବେଳେ କେତେକ ଗଣ ମାଧ୍ୟମକୁ ସୂଚନା ମିଳିଥିଲା। ସୂଚନା ମୁତାବକ କେତେକ ଗଣ ମାଧ୍ୟମର ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଙ୍ଗନ ବାଡି ଦିଦିଙ୍କ ଏହି କଳାକାର ନାମା ବିଷୟରେ ଗର୍ଭବତୀ ମହିଳା ଓ କେତେକ ଅଭିଭାବକ ଉଜାଗର କରିଥଲେ। ଗର୍ଭବତୀ ମହିଳାଙ୍କ ପାଇଁ ଗର୍ଭ ଧାରଣରୁ ପ୍ରସବ ପରବର୍ତ୍ତୀ ସମୟ ପାଇଁ ସରକାର ପୁଷ୍ଟିକର ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରିବା ସହ ଅଙ୍ଗନ ବାଡି ଦିଦିଙ୍କୁ ଦାୟିତ୍ବ ଦେଇଥିବା ବେଳେ ଦିଦି କିପରି ଦାୟିତ୍ଵ ନିଭାଇଛନ୍ତି ଦେଖନ୍ତୁ
Read More News
T & CPrivacy PolicyContact Us