Install App
subhrakantar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ରେ ସହରରେ ମାତିଛନ୍ତି ସିସିଟିଭି ଲୁଟେରା, ଚୋରୀର ଭିଡ଼ିଓ ସିସି ଟିଭି ରେ କଏଦ,ଅତିରିକ୍ତ ଏସପି କହିଲେ ଖୁବ ଶୀଘ୍ର ଚୋରକୁ ଧରିବୁ
Bhadrak Rural, Bhadrak | Sep 10, 2025
ଗୋଟିଏ ରାତିରେ ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳର ଦୋକାନରୁ 50 ରୁ ଉର୍ଦ୍ଧ ସିସିଟିଭି ଲୁଟିନେଲେ ଲୁଟେରା,ଯାହାକୁ ନେଇ ଭଦ୍ରକ ଟାଉନ ଥାନା ଓ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗର ଫର୍ଦ୍ଦ୍ୱ ଆଜି ଲମ୍ବିବାରେ ଲାଗିଛି,ଏକ କଳା ରଙ୍ଗର ଓଲା ବିଳମ୍ବିତ ଗାଡ଼ିରେ ଦୁଇ କଳା ଧଳା ସାର୍ଟ ପିନ୍ଧା ଲୁଟେରା ସହର ସାରା ବୁଲି ବୁଲି ବିଭିନ୍ନ ଦୋକାନ ବାହାରେ ଲାଗିଥିବା ସିସି ଟିଭି ଲୁଟ କରୁଥିବାର ଭିଡିଓ କଏଦ ହୋଇଛି।।ଅନ୍ୟପଟେ ଆଜି ଦିନ 1 ଘଟିକା ରେ ଅତିରିକ୍ତ ଏକହିଛନ୍ତି ଆମେ ତଦନ୍ତ କରୁଛି ସିସିଟିଭି ଚୋରକୁ ଖୁବ ଶୀଘ୍ର ଧରିବୁ |
Share
Read More News
T & C
Privacy Policy
Contact Us
Your browser does not support JavaScript!