Install App
shantanupanda7
This browser does not support the video element.
ବଡସାହି: କଣ୍ଟିପୁର ଗାଁର ଯୁବକ ଦାଦନ ଖଟିବାକୁ ଗୁଜୁରାଟ ଯାଇଥିବାବେଳେ ସେଠାରେ ହତ୍ୟାର ଶିକାର ହୋଇଥିବାନେଇ ପରିବାରଲୋକଙ୍କୁ ସୂଚନାଦେଲା ଗୁଜୁରାଟ ପୁଲିସ
Barsahi, Mayurbhanj | Sep 8, 2025
ବୈଶିଙ୍ଗା ଥାନା ଅଧୀନ କଳମା ପଞ୍ଚାୟତର କଣ୍ଟିପୁର ଗ୍ରାମର ଯୁବକ ସୁଦୂର ଗୁଜୁରାଟର ମୋରବି ଜିଲ୍ଲା ଅଧୀନ ୱାଙ୍କନେର ତାଲୁକା ପୁଲିସ ଷ୍ଟେସନ ଅଧିନସ୍ଥ ଏକ ଘରୋଇ ମାର୍ବଲ କମ୍ପାନୀରେ ଦାଦନ ଖଟିବାକୁ ଯାଇଥିବା ବେଳେ ସୋମବାର ତାଙ୍କର କ୍ଷତାକ୍ତ ମୃତଦେହ କମ୍ପାନୀ ଠାରୁ ଅନତି ଦୂର ରାସ୍ତା ପାର୍ଶ୍ଵରେ ପଡ଼ିଥିବା ନେଇ ଗୁଜୁରାଟ ପୁଲିସ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ପରିବାରବର୍ଗଙ୍କୁ ଫୋନଯୋଗେ ଖବରଦେଲା ଗୁଜୁରାଟ ପୁଲିସ l
Share
Read More News
T & C
Privacy Policy
Contact Us
Your browser does not support JavaScript!