Install App
shantanupanda7
This browser does not support the video element.
ମୋରଡା: ବଣକାଟି ଆଦିବାସୀ ଛାତ୍ରାବାସରୁ ୨ଛାତ୍ର ନିଖୋଜ ନେଇ ତୀବ୍ରଅସନ୍ତୋଷ ବ୍ୟକ୍ତକଲେ ଅଭିଭାବକ, ଅନ୍ଧାରରାତିରେ ଜଙ୍ଗଲରାସ୍ତାରେ ଆସି ଘରେ ପହଞ୍ଚିଲେ
Muruda, Mayurbhanj | Sep 2, 2025
ମୋରଡା ନିର୍ବାଚନ ମଣ୍ଡଳୀଅଧୀନ ଶୁଳିଆପଦା ବ୍ଲକ ଉଫାଲଗଡିଆ ପଞ୍ଚାୟତ ସ୍ଥିତ ବଣକାଟି ଆଦିବାସୀ ଛାତ୍ରାବାସରୁ ମଙ୍ଗଳବାର ରାତିରେ ଦୁଇଜଣ ଛାତ୍ର ନିଖୋଜ ଥିବାନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ମଙ୍ଗଳବାର ରାତି ସାଢେଏଗାରଟାରେ ନିଖୋଜ ଛାତ୍ରଙ୍କୁ ଶେଷରେ ଉଦ୍ଧାର କରାଯାଇଛି l ଛାତ୍ରାବାସରୁ ଛାତ୍ର ନିଖୋଜ ନେଇ ଜଣା ପଡିବା ପରେ ଖୋଜାଖୋଜି ଆରମ୍ଭ କରାଯାଇଥିଲା I ଏଥି ସହିତ ନିଖୋଜ ଛାତ୍ରଙ୍କ ଘରଲୋକଙ୍କୁ ଖବର ଦିଆଯାଇଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!