This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଖୀଡିଙ୍ଗିମାଲ ଡଙ୍ଗରିଗୁଡା ନିକଟରେ ଛତିଶଗଡି ହାତୀ ଆକ୍ରମଣରେ ନାବାଳକ ଗୁରୁତର
Nabarangapur PS, Nabarangpur | Sep 1, 2025
ଖୀଡିଙ୍ଗମାଲ ଡଙ୍ଗରିଗୁଡା ନିକଟରେ ଛତିଶଗଡି ହାତୀ ଆକ୍ରମଣରେ ନାବାଳକ ଗୁରୁତର, ଉମରକୋଟ ବ୍ଲକରେ ଆତଙ୍କ ଖେଳାଉଛି ଛତିଶଗଡି ହାତୀ । ଛତିଶଗଡ଼ ସୀତାନଦୀ ଅଭୟାରଣ୍ୟରୁ ଦୁଇଟି ହାତୀ ଚାଲି ଆସିଥିବା ଅନୁମାନ କରାଯାଉଥିବା ବେଳେ ଆଜି ଏହି ଦୁଇଟି ହାତୀ ତୋହରା ପଞ୍ଚାୟତର ଅନେକ ସ୍ଥାନର ମକା ଜମିରେ ପଶି ଫସଲ ନଷ୍ଟ କରିବା ସହ ମକା ଖାଉଥିବା ଦେଖିବା କୁ ମିଳିଛି । ନିଜ ମକା ଫସଲ ନଷ୍ଟ ହେଉଥିବା ଶୁଣି ମହୁଲପାର ଗ୍ରାମ କିଛି ଲୋକେ ହାତୀକୁ ଦେଖିବା ପାଇଁ ଖିଡିଙ୍ଗିମାଲ୍ ଡଙ୍ଗରିଗୁଡା ପାଖରେ ଥିବା ମକା ଜମିକୁ ଯାଇଥିବା ବେଳେ ଟେପସିଂ ମାଝି ନାମକ ଜଣେ ନାବାଳକ କୁ ହାତୀ ଆକ୍ରମଣ କରିଛି