Download Now Banner

This browser does not support the video element.

କାମାକ୍ଷାନଗର: ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ, ଉପସ୍ଥିତ ଥିଲେ ବିଧାୟକ ଶତ୍ରୁଘନ ଜେନା

Kamakshyanagar, Dhenkanal | Aug 27, 2025
ଢେଙ୍କାନାଳ ପୁରୁଣା ଜିଲ୍ଲାପରିଷଦ ହଲଠାରେ ବୁଧବାର ୧୨ଟାରେ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା ।ଢେଙ୍କାନାଳ ଜିଲା ପୁରୁଣା ଜିଲାପରିସଦ ହଲରେ ଚାଷୀଙ୍କ ପାଇଁ ସିଏମ କିଷାନ ସହାୟତା ପ୍ରଦାନ ଉତ୍ସବ ଅନୁଷ୍ଠିତ ।ଏଠାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତ ଥିବାବେଳେ ।କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା,ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ, ଜିଲା ବିଜେପି ସଭାପତି ରାସବିହାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us