Install App
silvercitykhabar
This browser does not support the video element.
କଟକ ପୌରାଞ୍ଚଳ: ପାର୍ବଣ କଟକଣା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ଚାନ୍ଦିନୀ ଚୌକରେ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀଙ୍କ ପ୍ରତିକ୍ରିୟା
Cuttack M Corp PS, Cuttack | Aug 26, 2025
ଚଳିତ ବର୍ଷ ପାର୍ବଣ ଋତୁ ନେଇ ହାଇକୋର୍ଟ ଅନେକ କଟକଣା ଲାଗୁ କରିଛନ୍ତି। ରାସ୍ତା ଅବରୋଧ କରି ତୋରଣ, ପୂଜା ପେଣ୍ଡାଲ ଓ ମଣ୍ଡପ ନିର୍ମାଣ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୬୫ ଡେସିବିଲରୁ ଅଧିକ ଶବ୍ଦ ପ୍ରଦୂଷଣ ଉପରେ କୋର୍ଟ ରୋକ୍ ଲଗେଇଛନ୍ତି ବୋଲି ମଙ୍ଗଳବାର ଅପରାହ୍ନ ସମୟରେ ହାଇକୋର୍ଟରେ ଶୁଣାଣି ଶେଷ ହେବା ପରେ ଚାନ୍ଦିନୀ ଚୌକରେ ମଙ୍ଗଳବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ନିଜ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ।
Share
Read More News
T & C
Privacy Policy
Contact Us
Your browser does not support JavaScript!