Download Now Banner

This browser does not support the video element.

କଣ୍ଟାବାଞ୍ଜି: ମୁରିବାହାଳ ଥାନା କୁଳୁବାହାଳ ଗାଁ ଠାରେ ସଡ଼କ ଦୁର୍ଘଟଣା ୩ ଜଣ ଗୁରୁତର ଅବସ୍ଥା ରେ ଡାକ୍ତରଖାନା ରେ ଭର୍ତ୍ତି

Kantabanji, Balangir | Aug 31, 2025
ବଲାଙ୍ଗିର ଜିଲ୍ଲା ମୁରିବାହାଳ ଥାନା ଅର୍ନ୍ତଗତ କୁର୍ଲୁବାହାଲ ଗାଁ ନିକଟ ରାସ୍ତା ଉପରୁ ବାରାହା ଆସିବା ଯୋଗୁଁ ବାଇକ ଚଳାକ ଗୁରୁତର ଅବସ୍ଥା ଗୁରୁତର ଅବସ୍ଥା ରେ ତିନି ଗୁରୁତର ଡାକ୍ତରଖାନା ରେ ଭର୍ତ୍ତି।
Read More News
T & CPrivacy PolicyContact Us