This browser does not support the video element.
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଅଣ୍ଢରା ମଧୁବାବୁ କଲ୍ୟାଣ ମଣ୍ଡପ ରେ ପ୍ରସ୍ତାବିତ ବ୍ରାହ୍ମଣୀ ବ୍ଳକ ଗଣସଗ୍ରାମସମିତି ପକ୍ଷରୁ ନୂତନବ୍ଳକ ଦାବିରେ ବୈଠକଅନୁଷ୍ଠିତ
Kendrapara, Kendrapara | Apr 2, 2025
ଓଡିଶା ସରକାର ସାରା ଓଡ଼ିଶାରେ ନୂତନ ବ୍ଳକ ସ୍ଥାପନ ପାଇଁ ପ୍ରସ୍ତାବ ଆଣିବା ଚର୍ଚ୍ଚା ପରେ ଅନେକ ସ୍ଥାନରେ ନୂତନ ବ୍ଳକ ଦାବି ଯୋର ଧରିଲାଣି l ଭୌଗଳିକ ଓ ଅର୍ଥନୈତିକ ସୁବିଧା ଦୃଷ୍ଟିରୁ ଅନେକ ପଂଚାୟତ ମିଶି ନୂତନ ବ୍ଳକ ପାଇଁ ଦାବି ଆରମ୍ଭ କଲେଣି lଆଜି ଦିନ 12 ଟା ସମୟରେ ପଟ୍ଟାମୁଣ୍ଡାଇ ବ୍ଳକ ଅଣ୍ଢରା ମଧୁବାବୁ କଲ୍ୟାଣ ମଣ୍ଡପ ରେ ସମଗ୍ର ଧୋୟାଞ୍ଚଳ ର 12 ରୁ ଊର୍ଧ୍ଵ ପଂଚାୟତ ର ନେତୃ ସ୍ଥାନୀୟ ଲୋକମାନେ ପ୍ରସ୍ତାବିତ ବ୍ରାହ୍ମଣୀ ବ୍ଳକ ଗଣ ସଗ୍ରାମ ସମିତି ନାମରେ ଏକତ୍ରିତ ହୋଇ ଏକ ବୈଠକ କରି ନିଜର ଦାବି ସରକାର ଙ୍କ ନିକଟରେ ଉପସ୍ଥାପନ ପାଇଁ ପ୍ରସ୍ତୁତ ହୋଇଥିଲେ l