Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବଡମ୍ବା ଗୋପପୁର ନିକଟରୁ ବେଆଇନ ଗୋରୁ ବୋଝେଇ ଗାଡି ଜବତ, ଚାଲାଣକାରୀ ଗିରଫ

Cuttack M Corp PS, Cuttack | Jun 8, 2025
ବଡମ୍ବା ଅଞ୍ଚଳରେ ବିଳମ୍ବିତ ରାତ୍ରିରେ ଗୋଚାଲାଣ ବେଳେ ମଙ୍ଗରାଜପୁର ଗାଁର ଯୋଗେଶ ଦଳେଇ ଙ୍କୁ ଅପରାହ୍ନ ରେ ବଡମ୍ବା ଥାନା ପୋଲିସ ଗିରଫ କରିଛି। ଖଏରପଙ୍ଗା ଗାଁରୁ ବିଳମ୍ବିତ ରାତ୍ରି ରେ କାଞ୍ଜିଆପାଳ କୁ ଗୋଚାଲାଣ ବେଳେ ପୋଲିସ ଗାଡି ଜବତ କରିଛି ପୋଲିସ। ବଡମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us