This browser does not support the video element.
କଟକ ପୌରାଞ୍ଚଳ: ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶୀ ଜଙ୍ଗଲରେ ରେଡ, ବିପୁଳ ପରିମାଣର ଦେଶୀ ମଦ ସହ ପୋଚ୍ ଜବତ, ଜଣେ ଗିରଫ
Cuttack M Corp PS, Cuttack | Sep 12, 2025
କଟକ ଜିଲ୍ଳା ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶୀ ଜଙ୍ଗଲରେ ତିଗିରିଆ ଥାନା ପୋଲିସର ଏକ ଟିମ୍ ରେଡ କରି ବିପୁଳ ପରିମାଣର ଦେଶୀ ମଦ ସହ ଗୁଡପୋଚ୍ ଜବତ କରିଛି। ତିଗିରିଆ ଥାନା ଆଇଆଇସିଙ୍କ ନେତୃତ୍ୱରେ ଗଠିତ ଟିମ୍ ଏହି ରେଡ କରିଥିଲା। ଏହି ମାମଲାରେ ଜଣେ ମାଫିଆକୁ ଗିରଫ କରି ଶୁକ୍ରବାର ଦିନ ୧ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଅପରେସନ ପ୍ରହାରକୁ କାର୍ଯ୍ୟକାରିତା କରି ଶୁକ୍ରବାର ଭୋର ସମୟରେ ଏହି ରେଡ କରାଯାଇଥିଲା।