Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମଞ୍ଚେଶ୍ବର: ଜରିପାଟଣା ଅଞ୍ଚଳରୁ ଯୁବକଙ୍କୁ ଗଣ୍ଡରପୁର ଜଙ୍ଗଲରେ ଅପହରଣ ପରେ ଗୁଳିମାଡ଼, ପୋଲିସର ତଦନ୍ତ ଆରମ୍ଭ
Bhubaneswar M Corp, Khordha | Dec 3, 2024
ଜମି ବାଡ଼ି ବିବାଦ କୁ କେନ୍ଦ୍ର କରି ଜରିପାଟଣା ରୁ 6.56ରେ ଯୁବକଙ୍କୁ ଅପହରଣ | ଗୋଟିଏ ବୋଲେରୋ ରେ ସନ୍ତୋଷ ପଣ୍ଡା ଙ୍କୁ ଅପହରଣ କରିଥିଲେ ଦୁର୍ବୁତ୍ତ | ନମ୍ବର ପ୍ଲେଟ ରେ ବ୍ଲାକ ଟେପ ମାରି ଅପହରଣ କରିଥିବା ସୂଚନା ମିଳିଛି | ପରେ ଗଣ୍ଡରପୁର ଜଙ୍ଗଲରେ ଗୁଳି ମାଡ଼ କରି ହତ୍ୟା ଉଦ୍ୟମ କରିଥିଲେ | ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ବନ୍ଧୁକ ଦେଖାଇ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ | ଘଟଣା ସ୍ଥଳରେ ସ୍ପେଶାଲ ସ୍କୁଆର୍ଡ ଏବଂ ନନ୍ଦନ କାନନ ଥାନା ପୋଲିସ ପହଁଚି ତଦନ୍ତ କରୁଛନ୍ତି |
Share
Read More News
T & C
Privacy Policy
Contact Us
Your browser does not support JavaScript!