This browser does not support the video element.
ସୁନ୍ଦରଗଡ ସହର: କିରେଇ - କୋପସିଂହା ରାସ୍ତାରେ ଦୁର୍ଘଟଣା ଘଟାଇ ଥିବା ଗୋ ଚାଲାଣ ଗାଡ଼ି ସମେତ ତିନି ଗାଡ଼ି ସଦର ପୋଲିସ ଦ୍ବାରା ଜବତ, ଭିଡ଼ିଓ ଭାଇରାଲ
Sundargarh Town, Sundargarh | Sep 13, 2025
ଆଜି ସେପ୍ଟେମ୍ୱର 13 ତାରିଖ ରାତି 12:30 ପାଖାପାଖି ଘଟିଛି ଏହି କାଣ୍ଡ। ଏକ ଗୋ ଚାଲାଣ କରି ଗାଡ଼ି ଅନ୍ୟ ଦୁଇଟି କାର କୁ OD -16B-9124 ଓ OD -16C -8262 କୁ ଜବରଦସ୍ତ ଧକ୍କା ଦେଇ ଚୁରମାର କରିବା ପରେ ଫେରାର ହୋଇଯାଇଛନ୍ତି। ତେବେ ଦୁର୍ବୃତ୍ତଙ୍କ ମଧ୍ୟରୁ କେହି ଜଣେ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିବା ସୂଚନା ମିଳିଛି। ଏହି ଘଟଣାର ଭିଡ଼ିଓ ଏବେ ଜୋର ସୋରରେ ଭାଇରାଲ ହେବାରେ ଲାଗିଛି। ସକାଳ 7:30 ବେଳକୁ ଏହି ଦୃଶ୍ୟ ସଧାରଣ ଲୋକଙ୍କ ମୋବାଇଲ ସହ ପୋଲିସ ବାବୁ ମାନଙ୍କ ମୋବାଇଲକୁ ପହଞ୍ଚିଛି । ଅପରପକ୍ଷେ ଘଟଣା ପ୍ରଚାରିତ ହେବା ପରେ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚାଲୁ ରଖିଛନ୍ତ