This browser does not support the video element.
ରାଜଗାଙ୍ଗପୁର: କୁତ୍ରା ବ୍ଳକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ନୂତନ ବିଡ଼ିଓ ଙ୍କୂ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ଭାଜପା କାର୍ଯ୍ୟକର୍ତ୍ତା
Rajagangapur, Sundargarh | Sep 2, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକର ନୂତନ ବିଡ଼ିଓ ଭାବେ ଗୋପୀନାଥ ଖାଖା କାର୍ଯ୍ୟରେ ଯୋଗ ଦେବା ପରେ ଆଜି ବ୍ଳକ ଭାଜପା ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କାର୍ଯ୍ୟକର୍ତ୍ତା ରଜନୀକାନ୍ତ ହୋତା,ରାଜ୍ୟ ପରିଷଦ ସଭ୍ୟ ଜୁନାସ ଲୁଗୁନ,ବେଦ ପ୍ରକାଶ ବରୁଆ,ରାଜେନ କେକେଟା,ପ୍ରେମ ପାଣ୍ଡେ ପ୍ରମୁଖ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ରେ ନୂତନ ବିଡ଼ିଓ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।