This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ବୋଡ଼କ ଠାରେ ବାରମ୍ବାର କୁଳ ଲଂଘୁଛି ବୈତରଣୀ, ବନ୍ୟା ଆସିବାରୁ ଆରଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ
Bhadrak Rural, Bhadrak | Sep 5, 2025
ଉପର ମୁଣ୍ଡରୁ ଖସୁଛି ତଳିଆ ଅଞ୍ଚଳ ବୁଡୁଛି।ବୋଡ଼କ ଠାରେ ବାରମ୍ବାର କୁଳ ଲଂଘୁଛି ବୈତରଣୀ । ସ୍ଥାୟୀ ପ୍ରତିକ୍ରିୟା ଦାବୀ।ତେବେ ପୁଣି ଥରେ ବନ୍ୟା ଆସିବା ଦ୍ବାରା ଆରଡି କୁ ବିଚ୍ଛିନ୍ନ କରିଛି ଏହି ବନ୍ୟା ପାଣି। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଆଖଣ୍ଡଳମଣୀ ଙ୍କ ପୀଠ କୁ ବହୁ ଭକ୍ତ ଯିବା ଆସିବା କରୁଥିବା ବେଳେ ରାସ୍ତା ରେ ପାଣି ପ୍ରବାହିତ ହେଉଛି ଯାହା ପାଇଁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ତେବେ କଥା ହେଉଛି ସବୁବେଳେ ବନ୍ୟା ଆସିଲେ ଏହି ରାସ୍ତା ଗମନା ଗମନ ଥପ ହୋଇଯାଉଛି ତା ପରେ ବି ସରକାର ଓ ଜିଲ୍ଳା ପ୍ରଶାସନ ଚୁପ୍ ଥିବା ବେଳେ ଯଥାଶୀଘ୍ର ସ୍ଥାୟୀ ସମାଧାନ ଦାବୀ ହୋଇଛି।