Download Now Banner

This browser does not support the video element.

ମନମୁଣ୍ଡା: କଣ୍ଟାମାଲ ଠାରେ ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ

Manamunda, Boudh (Bauda) | Oct 6, 2024
କଣ୍ଟାମାଲ ଠାରେ ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ ଏହି କାର୍ଯ୍ୟକ୍ରମ ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ବିଭାଗ ଓଡିଶା ସରକାର ଙ୍କ ସହାୟତା ରେ ଆୟୋଜନ କରାଯାଇଛି I କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ର ମୁଖ୍ୟ ଆମ୍ବୁଜ ସତପଥୀ ରେୟାର ସଦା ସମ୍ପାଦକ ଓ ଅନନ୍ୟ ମାନେ ଉପସ୍ଥିତ ଥିଲେ I ଏହା ପରେ ଭଉତୀକ ଚିକିତ୍ସକ ସୋମନାଥ ସାହୁ ଅଭିଵାବକ ମାନଙ୍କୁ ମାନସିକ ପକ୍ଷଘାତ ସମ୍ପର୍କ ରେ ବୁଝେଇଥିଲେ I ଏହା କୌଣସି ପ୍ରକାର ରୋଗ ନୁହେଁ ସମ୍ପୂର୍ଣ ଅରାଗ୍ୟ ପାଇଁ ଏହାର ଔଷଧ ନାହଁ ଏହା ଏକ ଅବସ୍ଥା ଯାହାକି ଭୌତୀକ ମଧ୍ୟ୍ୟମରେ ପରିବର୍ତନ କରାଯିବ ଵୋଲି କହିଥିଲେ I
Read More News
T & CPrivacy PolicyContact Us