Download Now Banner

This browser does not support the video element.

ମୋରଡା: ପଚାଖାଳି ଠାରେ ଚଳନ୍ତା ବାଇକରୁ ଖସିପଡି ମହିଳା ଗୁରୁତର, ରକ୍ତାକ୍ତ ଅବସ୍ଥାରେ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରାଗଲା

Muruda, Mayurbhanj | Sep 12, 2025
ମୋରଡା ବ୍ଲକ ଅଧୀନ ପଚାଖାଳି ଠାରେ ବାଇକରୁପଡି ଶୁକ୍ରବାର ଅପରାହ୍ନ ୩ଟାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ ଶୂଳିଆପଦା ଥାନା ଅଧୀନ ସରଡିହା ଗ୍ରାମର କାଳିଆ ପାଣିପାତ୍ର ନିଜର ଧର୍ମପତ୍ନୀ ମାଣିକ ପାଣିପାତ୍ରଙ୍କୁ ନେଇ ବେତନଟୀ ଥାନା ଅଧୀନ ଖଦିଶୋଳ ଗାଁକୁ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ l ଖଡିଶୋଳରୁ ଫେରୁଥିବା ସମୟରେ ପଚାଖାଳି ଠାରେ କୌଣସି କାରଣରୁ ପଛରେ ବସିଥିବା ମାଣିକ ପାଣିପାତ୍ର ଚଳନ୍ତା ବାଇକରୁ ଖସିପଡିଥିଲେ l
Read More News
T & CPrivacy PolicyContact Us